Star InactiveStar InactiveStar InactiveStar InactiveStar Inactive
ଭୁବନେଶ୍ୱର: ରାଜ୍ୟରେ ଆଜି ସର୍ବାଧିକ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତିି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୩୦୭୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 57 from Keonjhar 50 from ...

Star InactiveStar InactiveStar InactiveStar InactiveStar Inactive
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ମାମଲା ନେଉଛି ନୂଆ ମୋଡ଼ । ବିହାର ପୋଲିସ ମୁମ୍ବାଇ ପୋଲିସର ଆକ୍ରୋଶରେ ଶିକାର ହୋଇଥିବା ବେଳେ ବାରମ୍ବାର ସିବିଆଇ ତଦନ୍ତ ଦାବି ହେଉଥିବା ବେଳେ ଉଦ୍ଧବ ଠାକରେ ଏହା ସପକ୍ଷରେ ନାହାନ୍ତି । ଏହି ମାମଲାରେ ମତଭେଦ ହେଉଥିବା ବେଳେ ସୁଶାନ୍ତଙ୍କ ବାପାଙ୍କ ବୟାନ ଆସିଛି । ସୁଶାନ୍ତ ସିଂହ ରାଜପୁତଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଫେବ୍ରୁଆରି […]

Star InactiveStar InactiveStar InactiveStar InactiveStar Inactive
ଭୁବନେଶ୍ୱର: ରାଜଧାନୀରେ ଆଜି ଅପେକ୍ଷାକୃତ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଭୁବନେଶ୍ୱରରେ ଆଜି ୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୮୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ ୨୪ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୧୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି ।  ତେବେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୦୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୧୭୯୮ଜଣ […]

Star InactiveStar InactiveStar InactiveStar InactiveStar Inactive
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବକୁ ଆଉ ମାତ୍ର 48 ଘଣ୍ଟାରୁ କମ୍‌ ସମୟ ରହିଛି । ଅଗଷ୍ଟ 5ରେ ଏହି ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ନେପାଳ ପର୍ଯ୍ୟନ୍ତ ସବୁ ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି । ଭାରତୀୟ ଭୋଗଳର ସବୁ ସ୍ଥାନ ଏଠାରେ ପ୍ରଦର୍ଶନ କରାଯିବ । ସନ୍ଥମାନଙ୍କ […]

Star InactiveStar InactiveStar InactiveStar InactiveStar Inactive
ଭୁବନେଶ୍ୱର: ଆସନ୍ତାକାଲିଠାରୁ ୮ଟି ରୁଟରେ ମୋ ବସ୍ ଗଡ଼ିବ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ନନ୍ ଏସି ବସ୍ ଚାଲିବ ।୧୧, ୧୬,୧୮, ୨୦, ୨୩,୨୫,୨୭ ଓ ୩୩ ନମ୍ବର ରୁଟରେ ଗଡ଼ିବ ବୋଲି ସୂଚନା ମିଳିଛି । ଏହାସହ ମାସ୍କ ନପିନ୍ଧିଲେ ବସ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଅଗଷ୍ଟ ମାସର ସପ୍ତାହନ୍ତରେ ମୋ ବସ୍ ସେବା ବନ୍ଦ ରହିବ । ଏନେଇ ମୋ ବସ୍ ପରିଚାଳନା କରୁଥିବା […]

Search